‌ବିଏମ୍‌ସିର ହୋଲ୍‌ଡିଂ ଟିକସ କେଳେଙ୍କାରୀ : ୨୧ ହଜାର ରସିଦର ହିସାବ ମିଳୁନି

ଆପତ୍ତି ଉଠାଇଲେ ଅଡିଟ୍‌, ରସିଦ ନାହିଁ କି ଟିକସ ନାହିଁ ଭୁବନେଶ୍ୱର: ହୋଲ୍‌ଡିଂ ଟିକସ ଆଦାୟକୁ ନେଇ ଗୋଟିଏ ପରେ ଗୋଟିଏ ବିବାଦରେ ବିଏମ୍‌ସି ଛନ୍ଦି ହେବାରେ ଲାଗିଛି। ମୋଟ ୧ଲକ୍ଷ ୨୦ ହଜାର ଘର ମଧ୍ୟରୁ ମାତ୍ର ୬୦ ହଜାର ଘରୁ ହୋଲ୍‌ଡିଂ ଟିକସ ଆଦାୟ ହେଉଛି ବୋଲି ଏକ ତଥ୍ୟ ନିକଟ ଅତୀତରେ ପଦାକୁ ଆସିବା ପରେ ବିଏମ୍‌ସି ଅକଳରେ ପଡ଼ିଥିଲା। ଏବେ, ହୋଲଡିଂ ଟିକସ ଅର୍ଥ … Continue reading ‌ବିଏମ୍‌ସିର ହୋଲ୍‌ଡିଂ ଟିକସ କେଳେଙ୍କାରୀ : ୨୧ ହଜାର ରସିଦର ହିସାବ ମିଳୁନି